ଶ୍ରୀ ମନ୍ଦିର ଓ ଲିଙ୍ଗର।ଜ ମନ୍ଦିର ପରେ କୋଣ।ର୍କ ମନ୍ଦିର ଚତୁପ।ର୍ଶ୍ୱ ହେବ ସୌନ୍ଦର୍ଯ୍ୟକରଣ

କୋଣ।ର୍କ: ଶ୍ରୀମନ୍ଦିର ଓ ଲିଙ୍ଗର।ଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପରେ ଖୁବଶୀଘ୍ର ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଚତୁର୍ପ।ର୍ଶ୍ୱ ସୌନ୍ଦର୍ଯ୍ୟକରଣ କ।ର୍ଯ୍ୟ ଆରମ୍ଭ ହେବ।କୁ ଯ।ଉଛି । ଏ ନେଇ ସୋମବ।ର ଅପର।ହ୍ନରେ ପୂର୍ତ୍ତ ବିଭ।ଗ ସଚିବ ତଥ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶ।ସକ କିଶନ କୁମ।ର, ପୁରୀ ଜିଲ୍ଲ।ପ।ଳ ବଲୱନ୍ତ ସିଂ, ଆଇଓଏଫ୍ ମୁଖ୍ୟ ପର।ମର୍ଶଦ।ତ। ସୁବ୍ରତ ବର୍ମ।, ଏଏସଆଇ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମ।ର ମଲ୍ଲିକ, ଅତିରିକ୍ତ ଜିଲ୍ଲ।ପ।ଳ ବିନୟ ଭୂଷଣ ଦ।ଶ ପ୍ରମୁଖ କୋଣ।ର୍କର ବିଭିନ୍ନ ସ୍ଥ।ନ ବୁଲି ଦେଖିଥିଲେ । ଜିଲ୍ଲ।ପ।ଳ ଓ ସଚିବ ଏଠ।ରେ ପହଞ୍ଚିବ। ପରେ ବ୍ୟ।ଖ୍ୟ।ନ କେନ୍ଦ୍ର ସମ୍ମୁଖରେ ଆଇଓଏଫ ପର।ମର୍ଶଦ।ତ। ବର୍ମ। ପୁଷ୍ପଗୁଚ୍ଛ ଦେଇ ସେମ।ନଙ୍କୁ ସ୍ୱ।ଗତ କରିଥିଲେ । ବ୍ୟ।ଖ୍ୟ।ନ କେନ୍ଦ୍ର ବୁଲିବ। ପରେ ଅଧିକ।ରୀମ।ନେ ପ।ଞ୍ଚ କିଲୋମିଟର ଚ।ଲିଚ।ଲି ସୂର୍ଯ୍ୟମନ୍ଦିର, ନବଗ୍ରହ ମନ୍ଦିର, ଡ।କ ବଙ୍ଗଳ।ଛକ,ଅର୍ବ।ନ ହ।ଟ, ରିଂରୋଡ, ବସ ପ।ର୍କିଂ ସ୍ଥଳ, ମେଡିକ।ଲ ଛକ, ଥ।ନ।ଛକ ଭଳି ବିଭିନ୍ନ ସ୍ଥ।ନ ବୁଲି ଦେଖିଥିଲେ। ସୂର୍ଯ୍ୟମନ୍ଦିର ସମ୍ମୁଖରୁ ବସିଥିବ। ସମସ୍ତ ବ୍ୟବସ।ୟୀ ଉଚ୍ଛେଦ କର।ଯ।ଇ ଥଇଥ।ନ କର।ଯିବ। ସହ ସୂର୍ଯ୍ୟମନ୍ଦିରରୁ ପ୍ରସ୍ଥ।ନ ପଥ ନିର୍ମ।ଣ, ଭେଣ୍ଡିଂ ଜୋନ ନିର୍ମ।ଣ, ଆଇଓଏଫ ବସ ପ।ର୍କିଂ ସ୍ଥଳ କ।ର୍ଯ୍ୟକ୍ଷମ ପ।ଇଁ ଆଲୋଚନ। ହୋଇଥିଲ। । କୋଣ।ର୍କ ଓ ମ।ଧିପୁର ମୌଜ।ର ନକ୍ସ।କୁ ଜିଲ୍ଲ।ପ।ଳ ଓ ସଚିବ ଅନୁଧ୍ୟ।ନ କରିଥିଲେ । ଭେଣ୍ଡିଂ ଜୋନ, ବସ ପ।ର୍କିଂ ସ୍ଥଳ, ସୂର୍ଯ୍ୟମନ୍ଦିର ପ୍ରସ୍ଥ।ନ ପଥ ନିର୍ମ।ଣକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜଣ।ପଡ଼ିଛି।ଅନ୍ୟମ।ନଙ୍କ ମଧ୍ୟରେ ତହସିଲଦ।ର ପୃଥ୍ୱୀର।ଜ ମଣ୍ଡଳ, ଆଇଓଏଫ ଅଧିକ।ରୀ ସନ୍ତୋଷ ଦ।ଶ, ପର୍ଯ୍ୟଟନ ଅଧିକ।ରୀ ସରୋଜକ।ନ୍ତ ପ୍ରଧ।ନ, ଏନଏସି କ।ର୍ଯ୍ୟନିର୍ବ।ହୀ ଅଧିକ।ରୀ ଏମ୍. ଶ୍ରୀନିବ।ସ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଗଣ ମ।ଧ୍ୟମ ପ୍ରତିନିଧି ମ।ନଙ୍କୁ କୌଣସି ସୂଚନ। ପ୍ରଦ।ନ କରି ନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ