ଗଞ୍ଜାମ ସାନମଠରେ ଭାଗବତ ସପ୍ତାହ ଉଦ୍ଯାପିତ 13/01/202013/01/2020 YWPSENU4 0 Comments ସାନମଠରେ ଭାଗବତ ସପ୍ତହ ଉଦ୍ଯାପିତ ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ରବିବାର ସଂଧ୍ୟାରେ ଗୋସାଣୀ ନୁଆଗାଁ ବଡସାହି ସାନମଠରେ ସଂଧ୍ୟା ଆଳତୀ ପରେ ଭକ୍ତମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ, ମହାମନ୍ତ୍ର ଅନୁଷ୍ଠିତ ପରେ ବକ୍ତା ଜଗନ୍ନାଥ ପଣ୍ଡା ଭାଗବତ ଉପରେ ପ୍ରବଚନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ପୁରୁଷ ଓ ମହିଳା ଭକ୍ତ ଯୋଗଦେଇଥିଲେ । Spread the love