ମାଟି ଅତଡା ଖସି ଯୁବକ ମୃତ
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ମହିମା ପଂଚାୟତ ବୈବରୀଆ ଗାଁ ମହାଭାରତ ପଡିଆ ଠାରେ ହଠାତ ମାଟି ଅତଡା ଖସିି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପରିଚୟ କବିରାଜ ଖମାରି (୩୫) ବୋଲି ଜଣାପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ମୃତଦେହକୁ ଜବତ କରିବା ସହ ଶବ ବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି ।