ସୁରତ ପରେ ବାରଣସୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ସୁରତ ପରେ ବାରଣସୀ । ଆଜିଠାରୁ ଭୁବନେଶ୍ୱରରୁ ସୁରତ ବିମାନ ସେବା ଆରମ୍ଭ ହୋଇଥିବାବେଳେ ଏବେ ଭୁବନେଶ୍ୱରରୁ ବାରଣସୀ ସିଧା ବିମାନ ଉଡ଼ିବ । ଆସନ୍ତା ଫେବ୍ରୁଆରୀ ୨୯ ତାରିଖରୁ ଏହି ସେବା ଆରମ୍ଭ ହେବ । ସପ୍ତାହରେ ସବୁ ଦିନ ଏହି ବିମାନ ଚାଲିବ ବୋଲି ଭୁବନେଶ୍ୱର ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହା ଦ୍ୱାରା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଉପକୃତ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ