ସାଂସଦ ରୁପା ଗାଙ୍ଗୁଲିଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌):ରାଜ୍ୟସଭା ସାଂସଦ ଶ୍ରୀମତୀ ରୁପା ଗାଙ୍ଗୁଲି ନବରଙ୍ଗପୁର ଜିଲ୍ଲା ମଙ୍ଗଳବାର ଗସ୍ତ କରିଛନ୍ତି । ସେ ହେଲିକେପ୍ଟର ଯୋଗେ ସ୍ଥାନୀୟ ରାଇଘର ବ୍ଲକ ସ୍ଥାନୀୟ ମିନିଷ୍ଟାଡିୟମ୍ ହେଲିକେପ୍ଟରରେ ଅବତରଣ କରିଥିଲେ । ଉପସ୍ଥିତ ଥିବା ଜନସାଧାରଣକୁ କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ଆଇନ ଆସିବା ଫଳରେ କି କି ଭାରତକୁ ଉତ୍ତମ ଫଳପ୍ରଦ ମିଳିବ ସେ ଉପରେ ଆଲୋକପାତ କରିଥିଲେ । ଏଥିସହ ବିଭିନ୍ନ ସମୟରେ ବୈଦେଶିକ ଶତ୍ରୁ ଦାଉରୁ ରକ୍ଷା ପାଇପାରିବା ବୋଲି ସେ ମତ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ