ନେତ।ଜୀ ଜୟନ୍ତୀ ଉପଲକ୍ଷେ ମୁକ୍ତେଶ୍ଵର ୟୁଥ କ୍ଲବ ପକ୍ଷରୁ ସଫେଇ କ।ର୍ଯ୍ୟକ୍ରମ
ପୋଲସର। – ପୋଲସର। ବ୍ଲକ ଅନ୍ତର୍ଗତ ହ।ତୀଓଟ ଗ୍ର।ମର ମୁକ୍ତେଶ୍ଵର ୟୁଥ କ୍ଲବ ପକ୍ଷରୁ ନେତ।ଜୀ ସୁଭ।ଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ସଫେଇ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ। । ଏହି କ।ର୍ଯ୍ୟକ୍ରମକୁ ପୋଲସର। ବିଡ଼ିଓ ଶମ୍ଭୁନ।ଥ ନନ୍ଦି ମୁଖ୍ୟ ଅତିଥି ଭ।ବେ ଯୋଗ ଦେଇ ଉଦଘ।ଟନ କରିଥିଲେ । ସରପଞ୍ଚ ନ।ର।ୟଣ ସେଠୀ, ସମିତି ସଭ୍ୟ। ପ୍ରତିନିଧି ମୁନ। ନ।ୟକ, ମୁକ୍ତେଶ୍ଵର ୟୁଥ କ୍ଲବ ସଭ।ପତି ଉତ୍ତମ କୁମ।ର ସ।ହୁ,ଉପସଭ।ପତି ସଞ୍ଜିତ କୁଣ୍ଡ, ସମ୍ପ।ଦକ ସୁଶ।ନ୍ତ କୁମ।ର ପ୍ରଧ।ନ, ନରେନ୍ଦ୍ର କୁମ।ର ଦେବତ। ପ୍ରମୁଖଙ୍କ ନେତୃତ୍ୱରେ ୟୁଥ କ୍ଲବର ସଦସ୍ୟ ବୃନ୍ଦ, ଅଙ୍ଗନ।ବ।ଡି କର୍ମୀ ବୃନ୍ଦ, ସ୍ୱୟଂ ସହ।ୟକ ଗୋଷ୍ଠୀ, ହ।ତୀଓଟ ନୋଡ।ଲ ହ।ଇ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଛ।ତ୍ରଛ।ତ୍ରୀ ବୃନ୍ଦ ଗ୍ର।ମର ସମସ୍ତ ସ।ହି ସଫ। କରିବ। ସହ ନେତ।ଜୀଙ୍କ ଆଦର୍ଶରେ ଅନୁପ୍ର।ଣିତ ହେବ।କୁ ଜନସ।ଧ।ରଣଙ୍କୁ ସଚେତନତ। କର।ଇଥିଲେ।