ଏକବିଂଶତମ ବିଷୁବ ମିଳନ ସମ୍ପର୍କରେ ଅ ।ଲେ ।ଚନା

ବ୍ରହ୍ମପୁର: ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ପରିଷଦ ବୈଠକ ନବୀନ ଭବନ ପରିସରରେ ସେ ।ମବାର

Read more

ଟ୍ରାଫିକ ନିୟନ୍ତ୍ରଣ, ମଦ୍ୟପଙ୍କୁ ସାବାଡ଼ କରିବାକୁ ଗୁରୁତ୍ୱାରୋପ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ପକ୍ଷରୁ ସୋମବାର ପୂର୍ବାହ୍ନରେ ଥାନା ଅଭ୍ୟର୍ଥନା କକ୍ଷ ପ୍ରକୋଷ୍ଠ ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ

Read more

କହିବା କାହାକୁ – ଶୁଣିବ କିଏ ? ପରିତ୍ୟକ୍ତ ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷାଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କୋମଳମତି ଶିଶୁ ମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ଓ ୬ ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ

Read more

ମନୋହର ପାରିକରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା

Read more

ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଛାଡ଼ିବେକି?

ହିଞ୍ଜିଳିକାଟୁ(ଶେଷଦେବ ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲାର ହିଞ୍ଜିଳି ଆସନ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ପଶ୍ଚିମ ଓଡ଼ିଶାର କେତେକ ବିଜେଡ଼ି

Read more

ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଭୋଟର ଭୋଟ ଦେବେ କାହାକୁ?

ପାରାଦ୍ୱୀପ – ଆସନ୍ତା ସଧାରଣ ନିର୍ବାଚନ ପାଇଁ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ଭୋଟରମାନେ ଭୋଟ ଦେବେ କାହାକୁ ଏବେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ

Read more

ନୀଳଗିରିରେ ଆଇନ ବୋଲି କିଛି ନାହିଁ, କେବଳ ଇଟାଭାଟି ଚୋର ଆଇନ ତିଆରି କରି ରାଜ୍ କରୁଛନ୍ତି ପ୍ରଶାସନ ଖାଉଚୁ ଟଙ୍କା 

ନୀଳଗିରି (ଜୁଗାବ୍ଦ ନ୍ୟୁଜ୍‍): ସୁପ୍ରିମ୍କୋର୍ଟ ଚିମିନି ଇଟାଭାଟି ଉପରେ ସ୍ୱତନ୍ତ୍ର ଗାଇଡ ଲାଇନ ଜରିଆରେ ରୋକ୍ ଲଗାଇଛନ୍ତି । ଯେଉଁଥିରେ ଇଟାଭାଟି ଚାଲିବା ଆଦୌ ସମ୍ଭବପର ନୁହେଁ

Read more

ଅନୁଗୋଳ ଜିଲ୍ଳାର ବିଭିନ୍ନ ସ୍ଥାନରେ ବିଜେଡିର ‘ହକ୍‍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମ

ଅନୁଗୋ (ଜୁଗାବ୍ଦ ନ୍ୟୁଜ୍‍): ଅନୁଗୋଳ ଜିଲ୍ଳାର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ‘ହକ୍‍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ଥାନା ଛକଠାରେ ଅନୁଷ୍ଠିତ

Read more

ଧଉଳି ସାହିତ୍ୟ ସଂସଦର ‘କବିତା ଫଗୁଣ’ ଉତ୍ସବ

ଭୁବନେଶ୍ୱର, : ଭୁବନେଶ୍ୱର ଉପକଣ୍ଠ ସରଦେଇପୁର ଆମ୍ବତୋଟାରେ ୫୦ରୁ ଉଦ୍ଧ୍ୱର୍ କବିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ କବି ସମ୍ମିଳନୀ । ଆମ୍ରବୃକ୍ଷ ପରିବେଷ୍ଟିତ ଏହି ଉତ୍ସବ

Read more

Advertisement

ଏବେ ଏବେ