ବିଦ୍ୟୁତ ଶ୍ରମିକ କର୍ମଚାରୀ ସଙ୍ଘ ଡିଭିଜନ ସମ୍ପାଦକଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଆଶାଳୀନ ବ୍ୟବହାର

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଙ୍ଘର ଡିଭିଜନ ସମ୍ପାଦକ ଶାନ୍ତନୁ ମଲ୍ଲିକଙ୍କୁ ଆଶାଳୀନ ବ୍ୟବହାର

Read more

କୋକିଢିଅ-ତେଲସରା ରାସ୍ତାର ପାଶ୍ୱର୍ରେ ସିମେଂଟ ୱାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ନାଉଗାଁ, (ଓ୍ବାଇଏନ୍ଏସ୍) :ପୂର୍ତ ବିଭାଗର ନାଉଗାଁ ବ୍ଲକ ବାଂଶ ଗ୍ରାମ ଅଧିନ କୋକିଢିଅ-ତେଲସରା ରାସ୍ତାସ୍ଥିତ ଗୋବରୀ ନଦୀପଠାରେ ନିର୍ମାଣ ସିଂମେଟ ୱାର୍ଲ କାର୍ଯ୍ୟ ନିମ୍ନମାନର ହୋଇଥିବା ସ୍ôଥାନୀୟ

Read more

୭୦କେଜି ଗଞ୍ଜେଇ ସହ ଅଟୋ ଜବତ ୨ଗିରଫ

ମୋହନା (ଅଂଶୁମାନ ପାମଦ) : ଗଜପତି ଜିଲ୍ଲା ଅଡବା ଥାନା ଅଂଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି ୨ ଜଣ ଚୋରା

Read more

ଚନ୍ଦ୍ରଗିରି ଅଂଚଳରେ ଗରିବ ପିଲାମାନଙ୍କୁ ସୁଖିଲା ଖାଦ୍ୟ ବଂଟନ

ମୋହନା (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ପଂଚାୟତରେ ଗରିବ ପିିଲାମାନଙ୍କୁ ସୁଖିଲା ଖାଦ୍ୟ ବଂଟନ କରାଯାଇଛି । କନଭେନ୍ଟ ଫେମିଲି

Read more

ରବିବାର ଛୁଟିଦିନ ଅଧିକାରୀ ଓ କର୍ମଚାରୀ ନିଜ ପରିବାର ସହ ବଶ୍ରାମ ନେବେ : ଜିଲ୍ଲାପାଳ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭି଼ଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣଙ୍କୁ କୋଭିଡ୍ ଜନିତ ଦେଖାଯାଉଥିବା

Read more

ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ୬୦ ଲକ୍ଷ ଟଙ୍କା ପ୍ରଦାନ କଲେ ଜିଲ୍ଳ୍‌ାପାଳ

ଯାଜପୁର, (ଓ୍ବାଇଏନ୍ଏସ୍) : କରୋନ ସହାୟତା ପାଇଁ ସବୁ ସ୍ତରରେ ସହଯୋଗ ଜାରି ରହିଚ୍ଥି । ଯାଜପୁର ଜିଲ୍ଳ୍‌ାରୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ ଓ ବିଭାଗ

Read more

ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଯାଜପୁର, (ଓ୍ବାଇଏନ୍ଏସ୍) : ଯମଧର ପଞ୍ଚାୟତର ସ୍ୱପ୍ନେଶ୍ୱରପୁର ଠାରେ ସୁସ୍ଥ ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ବୁଧବାର ପୂର୍ବାହ୍ନରେ ଜିଲ୍ଳ୍‌ା ଗ୍ରାମ୍ୟ

Read more

ନଦୀବନ୍ଧ ରାସ୍ତା ଜବରଦଖଲ ଯୋଗୁଁ ଜାତାୟତରେ ଅସୁବିଧା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ୫ନମ୍ବର(କ) ଜାତୀୟ ରାଜପଥର ମଙ୍ଗଳାଛକ ଠାରୁ ତାଳସଙ୍ଗା ଛକ ପର୍ଯ୍ୟନ୍ତ ଯାଇଥିବା ଜଳସେଚନ ବିଭାଗର ଲୁଣାନଦୀବନ୍ଧ ରାସ୍ତାଟି ଗମନାଗମନ ପାଇଁ ଓ

Read more

ବଳଦେବ ସଂସ୍କୃତି ଆଧାରିତ ପତ୍ରିକା “ଶ୍ରୀତାଳଧ୍ୱଜ” ଉନ୍ମୋଚିତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ତୁଳସୀକ୍ଷେତ୍ରର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ସଂସ୍କୃତି ଉପରେ ଆଧାରିତ ପତ୍ରିକା “ଶ୍ରୀତାଳଧ୍ୱଜ” ଆଜି ଶ୍ରୀଜୀଉଙ୍କ ରଥଦାଣ୍ଡରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ

Read more

ସ୍ୱାଧୀନତା ସଂଗ୍ରାମୀ ସୂର୍ଗତ ନକୁଳ ଚରଣ ଦାସଙ୍କ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଗାନ୍ଧୀପଦଯାତ୍ରା ସ୍ମୃତି ପରିଷଦ ଆନୁକୁଲ୍ୟରେ ସଂଗ୍ରାମୀ ସୂର୍ଗତ ନକୁଳ ଚରଣ ଦାସଙ୍କ ବାସସ୍ଥାନ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଂଚାୟତର ସୁଜାନଗର

Read more

Advertisement

ଏବେ ଏବେ