ଚାଇନା ସାମଗ୍ରୀ ନ ବିକିବା ପାଇଁ ଉଠାଦୋକାନୀଙ୍କ ଶପଥ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କରୋନାର ଗଡ୍ ଫାଦର୍ ଚୀନ୍ ସାରା ବିଶ୍ୱକୁଛଟପଟ କରୁଥିବା ବେଳେ ଏହାରି ଭିତରେ ଚୀନ୍‌ର ରାକ୍ଷସପଣ ବାହାରକୁ ଆସିଛି । ଗତ କିଛିଦିନ

Read more

ରାଜ୍ୟ ସରକାର ପ୍ରାୟୋଜିତ ରଥଯାତ୍ରା ବନ୍ଦ ବିରୁଦ୍ଧରେ ପ୍ରତିବାଦ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ନିଜେ ଚିହ୍ନା ନପଡି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଇ ଓ ନିଜ ଓକିଲଙ୍କ ଦ୍ୱାରା ରଥଯାତ୍ରା ବନ୍ଦ କରାଇବା ଭଳି ଯୁକ୍ତି

Read more

ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ନୂତନ ସଭାପତିଙ୍କ ଜିଲ୍ଲାପାଳଙ୍କୁ ସୈାଜନ୍ୟମୂଳକ ସାକ୍ଷାତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ନୂତନ ସଭାପତି ବିମ୍ବାଧର ମୁଦୁଲି ଶୁକ୍ରବାର ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସୈାଜନ୍ୟ

Read more

ଅନାଥ ପିଲାଙ୍କୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ସହାୟତା

ଜିଲ୍ଲାରେ ପ୍ରଥମ କିନ୍ନର ଶିକ୍ଷାର୍ଥୀଙ୍କୁ ଶିକ୍ଷାବୃତ୍ତି କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳଙ୍କ ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର କିନ୍ନର ଶିକ୍ଷାର୍ଥୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ

Read more

ଲଦାଖ ଓ ଗଲଓ୍ୟାନ ଘାଟିରେ ସହିଦ ଭାରତୀୟ ସେନାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା (ଚିତ୍ତରଞ୍‌ଜନ ଦାସ) : ଲଦାଖର ଭାରତ ସୀମାରେ ଗଲଓ୍ୟାନ ଘାଟିର ସୀମାରେ ଚୀନସେନାଙ୍କ ସହ ଲଢି ସହିଦ ହୋଇଥିବା ୨୦ଜଣ ଭାରତୀୟ ସେନା ଓ କର୍ଣ୍ଣେଲଙ୍କୁ

Read more

ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା (ଚିତ୍ତରଞ୍‌ଜନ ଦାସ) : ପୈାରାଚଂଳ ଅନ୍ତର୍ଗତ ୨୧ନମ୍ବର ୱାର୍ଡର କଜଳା ମୈାଜାର ଜ୍ଞାନପୀଠ ଛକ ଠାରୁ କଜଳା ମହାଦେବ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ଅତ୍ୟନ୍ତ

Read more

ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି

Read more

ପ୍ରାକୃତିକ ବିପର୍ଯ୍ୟୟକୁ ଲାଘବ ନିମନ୍ତେ ସମସ୍ତଙ୍କର ସହଯୋଗ ଅପରିହାର୍ଯ୍ୟ

ଯାଜପୁର, (ଓ୍ବାଇଏନ୍ଏସ୍): ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଜିଲ୍ଳ୍‌ା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି

Read more

ଜିଲ୍ଳ୍‌ାପାଳଙ୍କ କୋରେଇ ବ୍ଳ୍‌କ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଯାଜପୁର, (ଓ୍ବାଇଏନ୍ଏସ୍) : କରୋନା ପାଇଁ ଅନେକ ସରକାରୀ କାର୍ଯ୍ୟ ବ୍ୟାହତ ହୋଇଚ୍ଥି । ସରକାରଙ୍କର କରୋନା ବିରୁଦ୍ଧରେ ସଂଗ୍ରାମ ସହ ଲୋକଙ୍କ ଜୀବନ ରକ୍ଷା ଓ

Read more

ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ୧୨ କରୋନା ଯୋଦ୍ଧାଙ୍କ ସମେତ ୪୨ ପଜିଟିଭ୍‌

ଛତ୍ରପୁର,(ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲାରେ ଶୁକ୍ରବାର ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ୪୨

Read more

Advertisement

ଏବେ ଏବେ