ବ୍ଲକସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

ଧାମନଗର (ଓ୍ବାଇଏନଏସ): ଧାମନଗର ପଞ୍ଚାୟତ ସମିତି ପରିସରରେ ମତ୍ସ୍ୟ ବିଭାଗ ତରଫରୁ ବ୍ଲକ ସ୍ତରୀୟ ଏକ  ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି.ଏହି ତାଲିମ୍ ଶିବିର ରେ ଅନେକ ମତ୍ସ୍ୟ ପରିବାରର ସଦ୍ୟସ ମାନେ ଯୋଗ ଦେଇଥିଲେ ଏବଂ କେଉଁ ଭଳି ଭାବରେ ମାଛ ଚାଷ କଲେ ଅଧିକ ମାଛ ଉପାଦନ ହୋଇ ପାରିବ ତା ବିଷୟରେ ଅଧିକ ଆଲୋଚନା ହୋଇ ମାଛ ଚାଷୀ ମାନଙ୍କୁ ଉଚ୍ଚାୟତ କରାଯାଇ ଥିଲା.କେଉଁ ଭଳି ମାଛ ଚାଷ କଲେ ଅଧିକ ମାଛ ବଡ଼ି ପାରିବେ ସେ ବିଷୟରେ ଆଲୋଚନା କରାଯାଥିଲା. କମ ଖର୍ଚ୍ଚ କରି କେମିତି ଅଧିକ ଉପାଦନ କରି ପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇ ମାଛ ଚାଷୀଙ୍କୁ କେଉଁ ଭଳି ସରକାର ଙ୍କ ତରଫରୁ ଦିଆ ଯାଉଥିବା ସ୍ପଶିଟି ଓ ଅର୍ଥ ରାଶି କୁ କେଉଁ ଭଳି ଭାବରେ  ଚାଷୀ ମାନେ ଉପଯୋଗ କରି ଆଗକୁ କେଉଁ ଭଳି ଭାବରେ ବଡ଼ି ପାରିବେ ସେ ଦିଗରେ ମଧ୍ୟ ଆଲୋଚନା କରାଗଲା. ଏବଂ ଏଇ ସଭାକୁ ପରିଚାଳନା କରୁଥିଲେ ଧାମନଗର ବ୍ଲକ ର ଏ ଫି ଓ ଆୟୁଷ ମାନ କର. ଏବଂ ଧାମନଗର ବ୍ଲକ ର ବିଡ଼ିଓ ଏବଂ ଭଦ୍ରକ ଜିଲ୍ଲାର ଡ଼ି ଓ ଫ ଅମର ସାହୁ ଏବଂ ଭଦ୍ରକ ଜିଲ୍ଲା ତାଲିମ୍ କେନ୍ଦ୍ର ରାଣୀତାଲର ବଜ୍ଞାନିକ ବିଶ୍ୱ ରଞ୍ଜନ ସାମନ୍ତ ରାଏ ଓ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ ଓ ଭଦ୍ରକ ଜିଲ୍ଲା ପରିଷଦ ଉପସଭାପତି ତୁନିବାଳା ବିସ୍ୱାଳ ଓ ଧାମନଗରର ଭାଇସ ଚିୟାରମେନ ଜଗବନ୍ଧୁ ବେହେରା ଓ ଧାମନଗର ଅଂଚଳ ରୁ ଆସିଥିବା ମତ୍ସ୍ୟ ଚାଷୀ ମାନେ ନିଜର ମତାମତ ଦେଇ ସଭା କୁ ସମାପ୍ତ କରିଥିଲେ।(

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ