୨ କୋଟି ପାଣ୍ଠି ଥିଲେ ବି ହୋଇନି ଟିକାବାଲିରେ ହଳଦୀ ଗ୍ରାଇଣ୍ଡିଂ ୟୁନିଟ୍ କାମ ଆରମ୍ଭ
କନ୍ଧମାଳ(ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲାର ଟିକାବାଲି ମାଳ ବାଣିଜ୍ୟ କେନ୍ଦ୍ର (ଏମ୍ସିଏସ୍)ରେ ପ୍ରସ୍ତାବିତ ହଳଦୀ ଗ୍ରାଇଣ୍ଡିଂ ୟୁନିଟ୍ ସ୍ଥାପନ କାର୍ଯ୍ୟ ଦୀର୍ଘଦିନ ଧରି ବିଳମ୍ବ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ
Read more











