ପୁରୀ
ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ
କୋଣାର୍କ – ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରାମଚଣ୍ଡି ମୁହାଣ ନିକଟରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉତ୍ସବରେ ସାମିଲ
Read more୨୦୨୦ରେ ଓଡିଶାର ଉନ୍ନତି ଓ ଦେଶର ପ୍ରଗତି ହେଉ -ଧର୍ମେନ୍ଦ୍ର ପ୍ରଧାନ
ପୁରୀ – ଦୁଇଦିନିଆ ପୁରୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଂରାଜୀ ନବବର୍ଷର ଦିନକ ପୂର୍ବରୁ ମଙ୍ଗଳବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି
Read moreନୂଆବର୍ଷ : ରାତି ୧ଟାରେ ଖୋଲିବ ଶ୍ରୀମନ୍ଦିର
ପୁରୀ : ପାଖରେ ଆସୁଛି ସେହି ପ୍ରତୀକ୍ଷିତ ମୁହୂର୍ତ୍ତ। ଆଉ କେଇ ଘଣ୍ଟାର ସମୟ। ସାରା ବିଶ୍ବବାସୀ ୨୦୧୯କୁ ବିଦାୟ ଦେଇ ୨୦୨୦ ନୂଆବର୍ଷକୁ ସ୍ବାଗତ କରିବେ।
Read moreଶ୍ରୀଜଗନ୍ନାଥ ହେରିଟେଜ କରିଡର ଚିଠା ଲୋକାର୍ପିତ
ଭୁବନେଶ୍ୱର : ଶ୍ରୀଜଗନ୍ନାଥ ହେରିଟେଜ କରିଡର ଚିଠା ଓଡିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଲୋକସେବା ଭବନରେ ଏହି ଚିଠାର
Read moreକୋଣାର୍କ ଇଂଟରପ୍ରିଟେସେନ ସେଂଟର ବୁଲିଲେ କେନ୍ଦ୍ରମନ୍ତ୍ରୀ
କୋଣାର୍କ : ଓଡିଶାରେ ପର୍ଯ୍ୟଟନ ବଢାଇବା ସମସ୍ତଙ୍କ ଦାୟିତ୍ୱ । ପୁରୀ, କୋଣାର୍କ,ଚିଲିକା ସବୁ ଅଂଚଳକୁ ମିଶାଇ ପର୍ଯ୍ୟଟକମାନଙ୍କ ପାଇଁ ଏକ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା
Read moreମାଘସପ୍ତମୀ ମେଳା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
କୋଣାର୍କ:(ଗଣେଶ ଚନ୍ଦ୍ର ବେହେରା) ବିଶ୍ୱ ପ୍ରସିଦ୍ଧ କୋଣାର୍କ ମାଘସପ୍ତମୀ ମେଳା ପାଇଁ ଆଜି କୋଣାର୍କ ଯାତ୍ରୀନିବାସ ଠାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁସାରେ
Read moreୟୁଥ୍ ଫର ବେଟର କୋଣାର୍କ ଶୁଭାରମ୍ଭ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାସଙ୍କ ନିର୍ଦ୍ଦେଶ କ୍ରମେ ୟୁଥ୍ ଫର୍ ବେଟର କୋଣାର୍କ କାର୍ୟ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି
Read moreନିଆରା ଢଙ୍ଗରେ ବଡଦିନ ପାଳିଲେ ସୁଦର୍ଶନ ପଟ୍ଟନାୟକ
ପୁରୀ -ନିଆରା ଢଙ୍ଗରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପବିତ୍ର ବଡ଼ ଦିନ ଅବସରରେ ସମଗ୍ର ବିଶ୍ବବାସୀଙ୍କୁ ଶୁଭେଚ୍ଛା ଓ ସବୁଜିମାର ବାର୍ତ୍ତା ଦେବା ପାଇଁ
Read moreଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି
ପୁରୀ- ଗୁରୁବାର ସୂର୍ଯ୍ୟେ।ପର।ଗ ପଡୁଥୁବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ବୁଧବାର ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ । ଶ୍ରୀମନ୍ଦିର
Read more











