ଦିନିକିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ

ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ। ଗସ୍ତରେ କରଞ୍ଜିଆ ନିର୍ବ।ଚନ ମଣ୍ଡଳୀର ପଣସଡିହ। ଖେଳପଡିଆ ରେ ଆୟୋଜିତ ଦଳୀୟ କ।ର୍ଯ୍ଯକ୍ରମରେ ଯୋଗ ଦେବ।

Read more

ରୋହିଆ ପଂଚାୟତରେ ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ନାଉଗାଁ(ଯୁଗାଦ୍ଧ ନ୍ୟୁଜ୍) :ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ପଂଚାୟତରେ ମଙ୍ଗଳବାର ସଂଧ୍ୟାରେ କୋରଣୀଆ ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ବିଜେଡି ସଭାପତି

Read more

ଆଗାମୀ ସାଧାରଣ ନିର୍ବାଚନ ଲାଗି କମ୍ପୁଛି ପ୍ରଚାର ମୈଦାନ

କଣ୍ଟିଲୋ (ଜୁଗାବ୍ଦ ନ୍ୟୁଜ୍‍): ଆଗାମୀ ସାଧାରଣ ନିର୍ବାଚନ ଲାଗି କମ୍ପୁଛି ପ୍ରଚାର ମୈଦାନ । କିଏ ପଦଯାତ୍ରା କରି ଭୋଟରଙ୍କ ପାଖରେ ପହଞ୍ଚୁଛି ତ ଆଉ କିଏ

Read more

ମା’ ମଙ୍ଗଳାଙ୍କ ଚତୁର୍ଥ ପାଳି ଯାତ୍ରା

କାକଟପୁର (ଜୁଗାବ୍ଦ ନ୍ୟୁଜ୍‍):ମଙ୍ଗଳବାର କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଚତୁର୍ଥ ପାଳି ଯାତ୍ରା ପାଳିତ ହୋଇଯାଇଛି । ଚୈତ୍ର ମଙ୍ଗଳବାରର ଆଜି ଥିଲା ଚତୁର୍ଥ ପାଳି

Read more

ବିଜେଡି ଇସ୍ତାହାର ସମର୍ଥନରେ ପଞ୍ଚାୟତସ୍ତରୀୟ ବୈଠକ

ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍‍):ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ତା’ର ଇସ୍ତାହାରରେ ମହିଳାଙ୍କ ପାଇଁ ବହୁ ଲୋଭନୀୟ ଯୋଜନା ଘୋଷଣା କରିଛି । ଏହି ଅବସରରେ

Read more

ଆସନ୍ତା କାଲି ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଆସିକା ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର 1946 ବୁଥ୍ ରେ 17ଲକ୍ଷ 69 ହଜାର 64ଜଣ ଭୋଟର୍ 58 ଜଣ ମତଦାତା

Read more

ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୫ଗୋଟି ଲୋକସଭା ଆସନ ଯଥା- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସହ

Read more

ସାରଥୀ ଙ୍କ ଜାମିନ ନାମଞ୍ଜୁର କଲେ ହାଇକୋର୍ଟ

ଉଚ୍ଚନ୍ୟାୟାଳୟରେ ସନ୍ତୋଷ ରାଉଳ ଓରଫ ବାବା ସାରଥୀଙ୍କୁ ଝଟକା ଓ ଉଚ୍ଚନ୍ୟାୟାଳୟ ପକ୍ଷରୁ ଜଷ୍ଟିସ ଜେ. ପି. ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଘଟଣାର ବିଚାରକରି ସାରଥିଙ୍କ

Read more

Advertisement

ଏବେ ଏବେ