ଗୋଟିଏ ଦିନରେ “ମୋ ବସ୍‌’ରେ ଗଲେ ଲକ୍ଷେ ଯାତ୍ରୀ

ଭୁବନେଶ୍ୱର: “ମୋ ବସ୍‌’ରେ ଗୋଟିଏ ଦିନରେ (ଅକ୍ଟୋବର ୧୪ରେ) ୧,୦୧,୮୮୧ ଜଣ ଯାତ୍ରୀ ଯାତ୍ରା କରିଛନ୍ତି । ଦିନକରେ ଏକ ଲକ୍ଷ ଯାତ୍ରୀ ଯାତ୍ରା କରିବା ରାଜଧାନୀବାସୀ

Read more

ଏଣିକି ସ୍ୱୟଂକ୍ରିୟ ହେବ ଡ୍ରାଇଭିଂ ପରୀକ୍ଷା

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ପାଇଁ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ ହେବ । ଡ୍ରାଇଭିଂ ପରୀକ୍ଷା ବେଳେ ନା ପରିବହନ ନା ବିଭାଗ କର୍ମଚାରୀ କରିବେ ନା

Read more

ବିଜେଡ଼ି ବସ୍ତା ବ୍ଲକ ଚେୟାରମ୍ୟାନଙ୍କ ବିରୁଦ୍ଧରେ ଅଭିଯୋଗ

ଭୁବନେଶ୍ୱର, ,(ଯୁଗାବ୍ଦ ନ୍ୟୁଜ) : କ୍ଷମତାର ଅପବ୍ୟବହାର କରି ସରକାରୀ ଅର୍ଥରେ ନିଜ ବାସଗୃହ ଜମି ଉପରେ ରାସ୍ତା ନିର୍ମାଣ କରିଥିବା ବିରୁଦ୍ଧରେ ଲୋକାୟୁକ୍ତଙ୍କ ନିକଟରେ ଅଭଯୋଗ

Read more

ଶୈଶବ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ କଲାମଙ୍କ ୮୮ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଭାରତ ରତ୍ନ ଏବଂ ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ୮୮ତମ ଜୟନ୍ତୀ ଅବସରରେ ଶୈଶବ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ଆଜି

Read more

କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): କେନ୍ଦ୍ର ଆଧାରରେ ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ନିମନ୍ତେ ମହଙ୍ଗା ଭତ୍ତା ଘୋଷଣା ସହିତ ପଡ଼ି ରହିଥିବା ଅମିମାଂସିତ ଦାବିଗୁଡ଼ିକର ଆଶୁ

Read more

କଲାମଙ୍କ ୮୮ତମ ପୂଣ୍ୟ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ତରଫରୁ ମହମାô ଗାନ୍ଧୀ ମାର୍ଗରେ ଦେଶର ପୂର୍ବତନ ରାଷ୍ଟ୍ରପତି, ମିସାଇଲ୍ ମ୍ୟାନ, ଭାରତରତ୍ନ ଡ଼କ୍ଟର ଏ.ପି.ଜେ

Read more

ଭୁବନେଶ୍ୱର : ଲାଞ୍ଚ ନେଇ ରାଜସ୍ୱ ଅଧିକାରୀ ଗିରଫ

ଭୁବନେଶ୍ୱର : ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତହସିଲ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଦେବଦତ୍ତ ମିଶ୍ରଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଅଧିକାରୀ ଗିରଫ କରିଛନ୍ତି

Read more

ଧର୍ମଚକ୍ର ପରିବର୍ତ୍ତନ ଦିବସ ଅବସରରେ ଆଲୋଚନାଚକ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୧୯୫୬ ମସିହା ଅକ୍ଟୋବର ୧୪ ତାରିଖ ଦଶହରା ଦିନ ବାବାସାହେବ ଆମ୍ବେଦକର ବହୁ ପ୍ରତୀକ୍ଷା ଓ ନିରୀକ୍ଷା ପରେ ନାଗପୁରଠାରେ ୫

Read more

ମୁମ୍ବାଇ ବ୍ୟବସାୟୀକ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଅନ୍ଧେରି ଠାରେ ଥିବା ଏକ ବଡ ବ୍ୟବସାୟୀକ କମ୍ପେ୍ଲକ୍ସର ୨୨ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଖବର ଦ୍ରୁତ ଗତିରେ

Read more

ଆର୍ଥିକ ସଙ୍କଟ ବିରୁଦ୍ଧରେ ୪ ବାମପନ୍ଥୀ ଦଳର ମିଳିତ ପ୍ରତିବାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଜେପି ସରକାରଙ୍କ ଭୁଲ୍ ଓ ବିପଜ୍ଜନକ ନୀତି ଫଳରେ ଦେଶରେ ସୃଷ୍ଟି ହୋଇଥିବା ଚରମ ଅର୍ଥନୈତି ସଙ୍କଟ, ମାନ୍ଦାବସ୍ଥା, ଜନସାଧାରଣଙ୍କ ଦୁଃଖ

Read more

Advertisement

ଏବେ ଏବେ