ବଜ୍ରପାତ ଓ କାଳବୈଶାଖୀ ପରିସ୍ଥିତିରେ OPSC ପରୀକ୍ଷାର୍ଥୀଙ୍କ ପାଇଁ CNBTରେ ଆଶ୍ରୟ ବ୍ୟବସ୍ଥା

କଟକ, (ଓ୍ବାଇଏନଏସ) : କଟକରେ ଅଚାନକ ବଜ୍ରପାତ ଓ କାଳବୈଶାଖୀ କାରଣରୁ ଯେଉଁ OPSC ପରୀକ୍ଷାର୍ଥୀମାନେ ନିଜ ଘରକୁ ଫେରିପାରିନାହାନ୍ତି, ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ନେତାଜୀ ବସ ଟର୍ମିନାଲରେ ଆଶ୍ରୟ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଥିବା ବେଳେ, ସହାୟତା ଓ ସମନ୍ୱୟ ପାଇଁ କଟକ ଉନ୍ନୟନ କର୍ତୃପକ୍ଷ ଟିମ୍ ନିୟୋଜିତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ