ଅର୍ଜୁନ ସାରଙ୍କ ଦେହାନ୍ତରେ ବିଜାତଳା ବ୍ଲକରେ ଶୋକର ଛାୟା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବିଜାତଳା ବୄଲକ ଅନ୍ତର୍ଗତ ବଡ଼ଝରଣ ପଞ୍ଚାୟତର ଭାଲୁଯୋଡି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅର୍ଜୁନ ଚରଣ ମାଝୀଙ୍କର ଦେହାନ୍ତ ହୋଇଯାଇଛି ।

Read more

Advertisement

ଏବେ ଏବେ