ଅସାବଧାନତା ପାଇଁ ଅଗ୍ନିକାଣ୍ଡରେ ଜଳିଗଲା ଟ୍ରକ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଅସାବଧାନତା କାରଣରୁ ଗୋଟିଏ ଟ୍ରକ ଜୋଳିପୋଡି ପାଉଁଶ ହୋଇଯାଇଛି ।

Read more

Advertisement

ଏବେ ଏବେ