ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟାନେଇ ଓଡିଶା କୃଷକ ସଭା ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ ;ଯଥାଶୀଘ୍ର ଦାବୀ ପୂରଣ ନହେଲେ ଗଣ ଆନ୍ଦୋଳନ
ଛତ୍ରପୁର,(ଦେବଦତ୍ତ ମହାରଣା) : ଆଦିବାସୀ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବା, ବନ୍ଦ କରାଯାଇଥିବା ବିଦ୍ୟାଳୟ ଗୁଡିକୁ ପୁନଃକାର୍ଯ୍ୟକ୍ଷମ କରିବା , ଜଙ୍ଗଲ ଜମି ପଟ୍ଟା ପ୍ରଦାନ
Read more


