କୋଭିଡ୍ ନିୟନ୍ତ୍ରଣ ପାଇଁ ନୋ ଏଣ୍ଟ୍ରୀ ଜୋନ୍ରେ ବାଉଁଶ ବେରିକେଡିଂ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ,ଉଚ୍ଛସ୍ତରୀୟ ତଦନ୍ତ ପାଇଁ ପାରଳା ବିଧାୟକଙ୍କ ଦାବି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କୋଭିଡ୍କୁ ନିୟନ୍ତ୍ରଣ କରିବା ନାମରେ ବହୁ ଅର୍ଥ ହଡପ ହୋଇଛି ବୋଲି ପାରଳା ବିଧାୟକ କେ.ନାରାୟଣ ରାଓ ଅଭିଯୋଗ କରିବା ସହ
Read more


