ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

 ଚିକିଟି  (ଓ୍ବାଇଏନଏସ) : ଚିକିଟି ବ୍ଲକ ଲିଆଖାଇ  ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣମେଣ୍ଟ ର ଉଦଯାପନ ହୋଇଯାଇଛି.ଏଥିରେ ଚିକିଟି କ୍ରିକେଟ ଟିମ ବିଜୟୀ ହାସଲ କରି ଟ୍ରଫି ହକଦାର ହୋଇଛନ୍ତି.ବିପକ୍ଷ ଟିମ ଭୀମପୁର ଦଳ କୁ ଏକରନ ରେ ପଛରେ ପକେଇ ସିଲ ହାସଲ କରିଛି.ଏଥିରେ ସମାଜସେବୀ ରଞ୍ଜନ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୟୀ ଟିମ କୁ 15ହଜାର ଟଙ୍କା ଆର୍ଥିକ ରାଶି ସହ କପ ଓ ରନର ଦଳ କୁ 12 ହଜାର ଟଙ୍କା ଓ କପ ପ୍ରଦାନ କରିଛନ୍ତି.ଟୁର୍ଣମେଣ୍ଟ ରେ ମେନ ଅଫ ଦି ସିରିଜ ମନୋଜ ମଳିକ,ମେନ ଅଫ ଦି ମେଚ କୈଳାଶ ବେହେରା ଯୋଗ୍ୟ ବିବେଚିତ ହୋଇଥିବା ବେଲେ ଖେଳ ପରିଚାଳନା କରିଥିଲେ ମନୋଜ ଓ ଶଙ୍କର.
 ଅନ୍ୟତମ ଅତିଥି ରୂପେ ଶଙ୍କର ପ୍ରଧାନ,ମନୋଜ ପ୍ରଧାନ,ମକରା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସହିତ କରିଥିଲେ.ପ୍ରିତମ ପବିତ୍ର,ମିଥୁନ,  ଟିଟୁ,ଶଙ୍କର ପ୍ରମୁଖ ସହଯୋଗ କରିଥିଲେ.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ