ଏ ବିଜୁଳି ବ୍ୟବସ୍ଥା କାହାପାଇଁ? ରହିଛି ଷ୍ଟ୍ରିଟ୍ ଲାଇଟ, ହେଲେ ଜଳୁନାହିଁ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାମସାଗର ଜଳାଶୟର ପାର୍ଶ୍ୱରେ ଦୀର୍ଘ ବର୍ଷ ହେଲା ଷ୍ଟ୍ରିଟ୍ ଲାଇଟ ବ୍ୟବସ୍ଥା କରାଯାଇଛି।

Read more

Advertisement

ଏବେ ଏବେ