କଂଗ୍ରେସ ପ୍ରଚାରରେ ସାମିଲ ହୋଇ ଚାକିରୀରୁ ବିଦାହେଲେ ସିଆର୍‌ପି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ଫା ବ୍ଲକ ବଡକଳାକୋଟ ପଞ୍ଚାୟତର ସିଆରସି ଗୀତାଞ୍ଜଳି ଭୂୟାଁ କଂଗ୍ରେସର ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇ ଚାକିରୀରୁ ତଡାଖାଇଥିବାର ଜଣାପଡ଼ିଛି।

Read more

Advertisement

ଏବେ ଏବେ