କଲ୍ୟାଣ ମଣ୍ଡପକୁ ଶ୍ରୀଜୀୟୁଙ୍କ ଦେବୋତ୍ତର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର ପାଇଁ ପୂର୍ତ୍ତ ବିଭାଗ ନିର୍ଦେଶ ଦେଲା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶେଷରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଇଛାପୁରସ୍ଥିତ ଶ୍ରୀବଳଦେବଜୀୟୁଙ୍କର ସାନ୍ତସାହି ଠାରେ ନିର୍ମିତ କଲ୍ୟାଣ ମଣ୍ଡପକୁ ଶ୍ରୀବଳଦେବଜୀୟୁ ମନ୍ଦିର ଦେବୋତ୍ତର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରାଯିବାକୁ
Read more


