କାଇଞ୍ଚପୁର ଗ୍ରାମ ପଞ୍ଚାୟତସ୍ତରୀୟ ମହିଳା ସଙ୍ଘ ବିଡ଼ିଓ ଙ୍କୁ ମାସ୍କ ପ୍ରଦାନ

ଗଞ୍ଜାମ,(ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଞ୍ଚପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ସଙ୍ଘ ତରଫରୁ ଗଞ୍ଜମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଙ୍କୁ ପାଞ୍ଚଶହ ମାସ୍କ ପ୍ରଦାନ କରାଯାଇଛି।

Read more

Advertisement

ଏବେ ଏବେ