କାଇଞ୍ଚପୁର ଗ୍ରାମ ପଞ୍ଚାୟତସ୍ତରୀୟ ମହିଳା ସଙ୍ଘ ବିଡ଼ିଓ ଙ୍କୁ ମାସ୍କ ପ୍ରଦାନ
ଗଞ୍ଜାମ,(ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଞ୍ଚପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ସଙ୍ଘ ତରଫରୁ ଗଞ୍ଜମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଙ୍କୁ ପାଞ୍ଚଶହ ମାସ୍କ ପ୍ରଦାନ କରାଯାଇଛି। ଏହି ମାସ୍କ ଅସହାୟ, ନିରାଶ୍ରୟ, ଅସୁସ୍ଥ ବ୍ୟକ୍ତି ବିଶେଷ ଙ୍କୁ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ମାସ୍କ ପ୍ରଦାନ କରିଥିବାରୁ ମହିଳା ସଙ୍ଘ କୁ ବିଡ଼ିଓ ରାୟ ସାଧୁବାବା ଜଣାଇଛନ୍ତି ।


