କୁଳଭୂଷଣ ଙ୍କୁ ବୈଦେଶିକ ସହାୟତା ଯୋଗାଇଦିଆଯିବ 

(ଯୁଗାବ୍ଦ ନ୍ୟୁଜ) ଶୁକ୍ରବାର ଇମ୍ରାନ ଖାଁଙ୍କ ସରକାର ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସମ୍ପର୍କ ସ୍ଥାପନ ବା କୂଟନୈତିକ ଯୋଗାଯୋଗ ସୁବିଧା ପ୍ରଦାନକୁ ଅନୁମୋଦନ କରିଛନ୍ତି।

Read more

Advertisement

ଏବେ ଏବେ