କେନ୍ଦ୍ରର ଆବାସ ଯୋଜନାକୁ ବେଖାତିର : ଷ୍ଟିକର ମରାକୁ ନେଇ ଅସନ୍ତୋଷ ବୃଦ୍ଧି : ଆନ୍ଦୋଳନ ପାଇଁ ବିଜେପିର ଚେତାବନୀ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହାଇଜାକ୍ କରିବାକୁ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗରୀବ ହିତାଧିକାରୀଙ୍କ ଘର ନିର୍ମାଣ ହେଲା।
Read more


