କୋଭିଡ ଆତଙ୍କର ୨ ବର୍ଷ ପରେ ଅଷ୍ଟମ ଶ୍ରେଣୀ କ୍ଲାସ ଖୋଲିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରେ ଥିବା ସମସ୍ତ ୮ମ ଶ୍ରେଣୀ ବିଦ୍ୟାଳୟ ତଥା କ୍ଲାସ ଗତକାଲିି ଠାରୁ ଆରମ୍ଭ ହୋଇଥିବାର ଜଣାପଡିଛି ।

Read more

Advertisement

ଏବେ ଏବେ