ଖଣି ଅଞ୍ଚଳ ପାଇଁ ବରଦାନ ସାଜିଛି ଟିଏସ୍ଏଫ୍ ର ସୌରଚାଳିତ ପାନୀୟଜଳ ପ୍ରକଳ୍ପ
ଯୋଡ଼ା, (ସମୀର କୁମାର ଦାସ):ଖଣି ଅଞ୍ଚଳରବାସିନ୍ଦାମାନଙ୍କୁ ପୀନୟଜଳଯୋଗାଇ ଦେବାଲକ୍ଷ୍ୟରେଟାଟାଷ୍ଟିଲଲିମିଟେଡ଼ରସିଏସ୍ଆରସଂସ୍ଥାଟାଟାଷ୍ଟିଲ ଫାଉଣ୍ଡେସନ୍ପକ୍ଷରୁକେନ୍ଦୁଝରଜିଲ୍ଲାଯୋଡ଼ାବ୍ଲକ୍ଅନ୍ତର୍ଗତକମ୍ପାନୀକାର୍ଯ୍ୟକ୍ଷେତ୍ର ପାଶ୍ୱର୍ବର୍ତ୍ତୀଅଞ୍ଚଳଗୁଡ଼ିକରେସୌରଚାଳିତ ପାନୀୟଜଳ ପ୍ରକଳ୍ପସ୍ଥାପନ କରାଯାଇଛି ।ଏହି ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେବସବାସକରୁଥିବା ୧୦୯୦ ଲୋକଙ୍କୁବିଶୁଦ୍ଧ ପାନୀୟଜଳ ପ୍ରଦାନ ପାଇଁଯୋଡ଼ାବ୍ଲକ୍ର
Read more


