ଗଛକୁ ପିଟିଲା ବାଇକ୍ ଜଣେ ମୃତ ଦୁଇ ଗୁରୁତର 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ଘୋଡାହାଡ ଡ଼୍ୟାମ ରାସ୍ତା ନନ୍ଦଗାଁ ଛକ ନିକଟରେ  ଏକ ବାଇକ୍ ରାସ୍ତା ପାର୍ଶ୍ବରେ ଥିବା ଗଛକୁ ଧକ୍କା ଦେଇଥିଲା ।

Read more

Advertisement

ଏବେ ଏବେ