ଗଣେଶ ମୂର୍ତ୍ତି ତଥା ଅନ୍ୟାନ୍ୟ ମୂର୍ତ୍ତିରେ ରାସାୟନିକ ରଙ୍ଗ ନ ଦେଇ ପ୍ରାକୃତିକ ରଙ୍ଗ ଦେବା ପାଇଁ ପ୍ରେରଣା ପକ୍ଷରୁ ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେବଭୂମି ଭାରତବର୍ଷ ଓ ଉତ୍କୃଷ୍ଟ ସଂସ୍କୃତି ଓ କଳାର ରାଜ୍ୟ ଓଡ଼ିଶାରେ ବାରମାସରେ ତେରପର୍ବ ପାଳନ କରାଯାଏ । ବୈଦିକ ଯୁଗରୁ ଏହା ପ୍ରକୃତି
Read more


