ଗ୍ରୀଷ୍ମ ଅବକାଶ ପୂର୍ବଭଳି ବଳବତ୍ତର ସହିତ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷକ ଅଭାବ ପୂରଣ ନିମନ୍ତେ ସରକାର ଉଚିତ୍ ପଦକ୍ଷେପ ନିଅନ୍ତୁ : ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କରୋନା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ତାହାକୁ ଲର୍ଣ୍ଣିଙ୍ଗ ରିକଭରି ପ୍ରୋଗ୍ରାମ ମାଧ୍ୟମରେ ରାଜ୍ୟ ସରକାର ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଘରୋଇ
Read more


