ଘୁ.ଉଦୟଗିରିର ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ :ସରକାରୀ ବାଳିକା ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଘୋଷଣା କଲେ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ଘୁ. ଉଦୟଗିରି ସ୍ଥିତ ସମନ୍ୱିତ ଅନୁଷ୍ଠାନ ରେ ଥିବା ହଳଦୀ ପ୍ରସେସିଙ୍ଗ ୟୁନିଟ
Read more


