ଘୁ.ନୂଆଁଗାଆଁ ବ୍ରିଜ୍ ନିକଟରେ ମୋଟରସାଇକେଲ୍ ଦୂର୍ଘଟଣା; ଦୁଇ ଯୁବକ ଆହତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଘୁ.ନୂଆଁଗାଆଁ ବ୍ରିଜ୍ ନିକଟରେ ଏକ ମୋଟରସାଇକେଲ୍ ଦୂର୍ଘଟଣାରେ ଦୁଇ ଯୁବକ ଆହତ ହୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଖବର ମିଳିଛି

Read more

Advertisement

ଏବେ ଏବେ