ଛତ୍ରପୁରରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରୀୟ;ଘର ନିକଟରୁ ମହିଳାଙ୍କଠୁ ଝାମ୍ପିଲେ ସୁନା ଚେନ ଓ ମଙ୍ଗଳସୂତ୍ର

ଛତ୍ରପୁର,(ଦେବଦତ୍ତ ମହାରଣା) : ସ୍ପଷ୍ଟ ଦିବାଲୋକରେ ଘରେ ପଶି କୋର୍ଟ ଷ୍ଟେସନ ସାହି ନିକଟରୁ ମହିଳାଙ୍କ ସୁନା ଚେନ ଓ ମଙ୍ଗଳସୂତ୍ର ଝାମ୍ପି ଲୁଟିନେଲେ ଦୁର୍ବୃତମାନେ ।

Read more

Advertisement

ଏବେ ଏବେ