ଜଗତସିଂହପୁର ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜୟବଡସ୍ଥିତ ହଟକେଶ୍ବର ମନ୍ଦିର ପରିସରରେ ଜଗତସିଂହପୁର ସାହିତ୍ୟ ପରିଷଦ ପକ୍ଷରୁ ହେମନ୍ତ ସାହିତ୍ୟ ଆସର ଓବାର୍ଷିକ ଉତ୍ସବ ପାଳନ ସଂପର୍କରେ ଆଲୋଚନା କରାଯାଇଥିଲା।

Read more

Advertisement

ଏବେ ଏବେ