ଜିଲ୍ଲା ପରିଷଦ ସଭ୍ୟଙ୍କ ପିତୃ ବିୟୋଗ

ନାଉଗାଁ,: ନାଉଗାଁ ବ୍ଳକ ୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରାଙ୍କ ବାପା ବଟକୃଷ୍ଣ ବେହେରା(୮୩)ଙ୍କର ଡାବର ପଂଚାୟତସ୍ଥିତ ବାସଭବନରେ ପରଲୋକ ଘଟିଛି ।

Read more

Advertisement

ଏବେ ଏବେ