ଟ୍ୟାଙ୍କର ଧକ୍କାରେ ବୃଦ୍ଧ ଗୁରୁତର

ହିଂଜିଳିକାଟୁ, (ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ଛକ ନିକଟରେ ଟ୍ୟାଙ୍କର ଧକ୍କାରେ ଜୈନିକ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି ।

Read more

Advertisement

ଏବେ ଏବେ