ଢିଙ୍କିଆ ଗାଁରେ ପ୍ରଶାସନିକ ଅଧିକାରୀ ଅଟକ

ଜଗତସିଂହପୁର (ଅନସୂୟା ରାଉତ) ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ଆଜି ବ୍ଲକ୍ ପ୍ରଶାସନିକ ଅଧିକାରୀ ମାନଙ୍କୁ ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି।

Read more

Advertisement

ଏବେ ଏବେ