ପଦ୍ମ ପୁରସ୍କାରର ଘୋଷଣା: ଓଡ଼ିଶାରୁ ଦଶଜଣଙ୍କୁ ମିଳିବ ପଦ୍ମ ସମ୍ମାନ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ।

Read more

Advertisement

ଏବେ ଏବେ