ପାରାଦୀପ କୋଷ୍ଟାଲ ଡିଷ୍ଟ୍ରିବୁଟର ଆସୋସିଏସନ୍ ତରଫରୁ ଜରାନିବାସକୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ
ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପ ନିକଟସ୍ଥ ସନ୍ତୋଷୀ ନଗରରେ ଥିବା ରତ୍ନମାଳୀଜେମା ଜରାନିବାସ ଅନ୍ତେବାସୀଙ୍କ ନିମନ୍ତେ ପାରାଦୀପ କୋଷ୍ଟାଲଡିଷ୍ଟ୍ରିବୁଟର ଆସୋସିଏସନ୍ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି ।
Read more


