ମା ଆରପାରିରେ, ବାପା ଜେଲରେ, ବଡପୁଅ ପୋଲିଓ, ୪ବର୍ଷର ଝିଅ କିଡିନି ରୋଗରେ ପିଡିତ- ଅସହାୟ ଶିଶିକନ୍ୟାକୁ ସହାୟତା ନିବେଦନ
ହାଟଡ଼ିହି (ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁରରେ ଜଣେ ଅସହାୟ ଶିଶୁକନ୍ୟା କିଡିନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ ଜାରି ରଖିଛନ୍ତି
Read more


