ବନ୍ୟାରେ ୨୫ ଲକ୍ଷ ପ୍ରଭାବିତ, ମୌସୁମୀ ବର୍ଷା ନେଇଛି ୧୯୦୦ ଜୀବନ ମହାରାଷ୍ଟ୍ରରେ ସର୍ବାଧିକ ୩୮୨ ମୃତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ତାରିଖରେ ଚଳିତ ବର୍ଷର ମୌସୁମୀ ଋତୁ ଶେଷ ହୋଇଥିଲେ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ଏବେ ବି ମୌସୁମୀ ସକ୍ରିୟ ରହିଛି ।

Read more

Advertisement

ଏବେ ଏବେ