ବୁଗୁଡା ଏନଏସି ଇଓ ଭାବେ ନିଯୁକ୍ତି ପାଇଲେ ଅତିରିକ୍ତ ତହସିଲଦାର

ବୁଗୁଡା, (ଅନିଲ କୁମାର ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବୁଗୁଡା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଦାୟିତ୍ବ ଗ୍ରହଣ କରିଛନ୍ତି।

Read more

Advertisement

ଏବେ ଏବେ