ବେଣାଜୋରୀ ବଟ ମହାପୁରୁଷ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ସମାପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ମାଳିକା ବର୍ଣ୍ଣିତ ଶ୍ରୀ ଶ୍ରୀ ବେଣାଜୋରୀ ବଟ ମହାପୁରୁଷ ପରିସରରେ ସପ୍ତଦଶତମ ଅଖଣ୍ଡ ବିଶ୍ୱଶାନ୍ତି ମହାଯଜ୍ଞ ବୈଦିକ ରିତୀନୀତି ଅନୁଯାଇ ମହାଆଡମ୍ବରରେ ସମାପିତ

Read more

Advertisement

ଏବେ ଏବେ