ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶିକା ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ସହ ଯଜ୍ଞଶାଳା ଗାଁକୁ ପରିଦର୍ଶନ କରି ଓଡିଏଫ ପ୍ଲସ୍ କାର୍ଯକାରିତା ସମ୍ପର୍କରେ ଆଲୋଚନା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନର (ଗ୍ରାମୀଣ) ନିର୍ଦ୍ଦେଶିକା ଡଃ. ଅନୁପମା ଆଜି ଗଂଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାରେ ଓଡିଏଫ
Read more


