ଭୁବନେଶ୍ୱରରେ ଆୟୋଜିତ ବିମୁଗ୍ଧା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କଲେ ଛତ୍ରପୁର ର ୩ ନୃତ୍ୟାଙ୍ଗନା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ବିମୁଗ୍ଧା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଛନ୍ତି ଛତ୍ରପୁର ସହରର ୩ ନୃତ୍ୟାଙ୍ଗନା ।
Read more


