ମୁଖ୍ୟମନ୍ତ୍ରୀ ନବୀନ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ରାପଡାରେ ବିଜେଡି କର୍ମୀ ବିରିଆନୀରେ ଭାସିଲେ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବର୍ତ୍ତମାନ ସାରା ବିଶ୍ୱରେ ମହାମାରୀ କରୋନାର ପ୍ରକୋପ ଜାରି ରହିଥିବା ବେଳେ ସେଥିରେ ଅନେକ ମୁଲ୍ୟବାନ ଜୀବନ ହାନୀ ହୋଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ
Read more


