ଯୌତୁକ ପାଇଁ ଝିଅକୁ ମାରି ଦେଇଥିବା ଥାନାରେ ଲିଖିତ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଅଲଣାହାଟରେ ନବବଧୂକୁ ଶାଶୁଘର ଲୋକ ମାରି ଟାଙ୍ଗି ଦେଇଥିବା ମଙ୍ଗଳବାର ନବବଧୂର ବାପା ଲିଖିତ ଅଭିଯୋଗ କରିଛନ୍ତି

Read more

Advertisement

ଏବେ ଏବେ