ରାଜ୍ୟ ସ୍ତରରେ ଦ୍ୱିତୀୟ ପୁରସ୍କାର ପାଇଲା ଭରତପୁର ପ୍ରାଥମିକ କୃଷି ସମବାୟ ସମିତି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛି ।

Read more

Advertisement

ଏବେ ଏବେ